https://kanaknews.com/breakingnews/%e0%ac%b0%e0%ac%be%e0%ac%9c%e0%ac%a7%e0%ac%be%e0%ac%a8%e0%ad%80%e0%ac%b0%e0%ad%87-%e0%ac%ac%e0%ac%bf%e0%ac%a8%e0%ac%be-%e0%ac%ac%e0%ac%b0%e0%ac%af%e0%ac%be%e0%ac%a4%e0%ad%8d%e0%ac%b0%e0%ad%80/
ରାଜଧାନୀରେ ବିନା ବରଯାତ୍ରୀ, ବାଜା ରୋଷଣୀରେ ହେଲା ବାହାଘର : ଅଗ୍ନି ନୁହେଁ, ସମ୍ବିଧାନ ରହିଲା ସାକ୍ଷୀ । ସମ୍ବିଧାନ ଉପରେ ହାତ ରଖି ବର-କନ୍ୟାଙ୍କ ଶପଥ ପାଠ । ବନିଗଲେ ଜନ୍ମ ଜନ୍ମର ସାଥୀ